Advertisment

Today Panchang 26th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୬ ଗୁରୁବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି - ୧୦ମୀ ରାତ୍ରି ୧୨.୩୩ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର ।

author-image
Deepak Acharya
Panchang Today 28th August 2024

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୬ ଗୁରୁବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି - ୧୦ମୀ ରାତ୍ରି ୧୨.୩୩ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ - ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୬.୧୨ ରୁ ୦୭.୪୪
ଦିବା – ୧୦.୫୦ ରୁ ୦୧.୦୯
ରାତ୍ରି – ୦୨.୫୩ ରୁ ୦୩.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୬ ରୁ ୦୨.୫୩
କାଳବେଳା - ଦିବା ୦୨.୫୩ ରୁ ୦୪.୨୦
ବାରବେଳା- ଦିବା ୦୪.୨୦ ରୁ ୦୫.୪୭
କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୧.୩୨

Advertisment
Panchang
Advertisment
Related Articles
Advertisment