/odishatv-khabar/media/media_files/2026/02/25/puri-2026-02-25-21-44-33.jpg)
PURI Photograph: (OTV)
ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତିମଣତି । ଏନେଇ ଛତିଶା ନିଯୋଗ ସହିତ ଆଲୋଚନା ସରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଗଣତିମଣତି ପାଇଁ ଖୁବଶୀଘ୍ର ସମୟ ନିର୍ଘଣ୍ଟ ହେବ।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି | ଏଥିପାଇଁ ମ୍ୟାନେଜିଙ୍ଗ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି। ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ ଗଣତିମଣତି କାର୍ଯ୍ୟକଲେ ଠିକ୍ ହେବ, ସେନେଇ ନିଷ୍ପତ୍ତି ନିଆଯିବ ।
'ମାର୍ଚ୍ଚ ପ୍ରଥମ ସପ୍ତାହରେ ଗଣତିମଣତି'
ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତିମଣତି
ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
'ଛତିଶା ନିଯୋଗ ସହ ଆଲୋଚନା ହୋଇଛି, ଖୁବଶୀଘ୍ର ସମୟ ସ୍ଥିର ହେବ'
'ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ପାଇଁ ଯୋଜନା କରୁଛୁ'
'ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି'
'ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ ହେବ ବିଚାର ହେବ'
ଏସବୁ ବିଚାର କରି ତାରିଖ ଘୋଷଣା ହେବ- ଆଇନ ମନ୍ତ୍ରୀ
Roadside to Retail King: ଫୁଟପାଥ୍ ବେପାରୀରୁ ସୁପର୍ ମାର୍ଟ୍ ମାଲିକ ସାଜିଥିଲେ ସୁବାସ, ଦିନେ ଏକ ନମ୍ବର ମାର୍କେଟରେ ରାସ୍ତାକଡ଼ରୁ ଆରମ୍ଭ କରିଥିଲେ ବ୍ୟବସାୟ

Big Cash Bust: ଏଇମାନଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ନଗଦ କୋଟିଏରୁ ଅଧିକ ଟଙ୍କା, ତାଲିକା ଦେଖନ୍ତୁ

Terror Within: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ମର୍ଡର୍, ନକ୍ସଲ ଅନ୍ବେଷକୁ ହତ୍ୟା କରି ମାଟିତଳେ ପୋତିଦେଲା ଶୁକ୍ରୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)