Advertisment

Today Panchang 25th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୫ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୭.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୭.୦୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

author-image
Deepak Acharya
undefined

Panchang

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୫ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୭.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର – ନାସ୍ତି । ଘାତବାର –  ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୭.୦୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୭.୧୫
ସନ୍ଧ୍ୟା – ୦୬.୨୪ ରୁ ୦୯.୩୭
ରାତ୍ରି – ୦୧.୦୮ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୯
ଅଶୁଭ ସମୟ - 
ରାହୁକାଳ - ଦିବା ୦୧.୦୭ ରୁ ୦୨.୩୭
କାଳବେଳା – ଦିବା ୦୨.୩୭ ରୁ ୦୪.୦୭
ବାରବେଳା- ଦିବା ୦୪.୦୭ ରୁ ୦୫.୩୬
କାଳରାତ୍ରି – ରାତ୍ରି ୧୧.୩୮ ରୁ ୦୧.୦୮

Advertisment
Astrological Prediction Astrology Panchang
Advertisment
Related Articles
Advertisment