Advertisment

Today Panchang 21th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଦିବା ୦୯.୩୬ ଗତେ ତୁଳା । ତିଥି- ଆମାବାସ୍ୟା ସନ୍ଧ୍ୟା ୦୫.୫୪ ଗତେ ପ୍ରତିପଦ ।

author-image
Deepak Acharya
undefined

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଦିବା ୦୯.୩୬ ଗତେ ତୁଳା । ତିଥି- ଆମାବାସ୍ୟା ସନ୍ଧ୍ୟା ୦୫.୫୪ ଗତେ ପ୍ରତିପଦ । ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୯.୩୬ ପର୍ଯ୍ୟନ୍ତ । ଘାତବାର- ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-
ପ୍ରାତଃ – ୦୫.୪୬ ରୁ ୦୬.୩୨
ଦିବା – ୦୮.୩୯ ରୁ ୧୧.୦୮
ସନ୍ଧ୍ୟା – ୦୫.୧୫ ରୁ ୦୬.୪୯
ରାତ୍ରି – ୦୮.୨୩ ରୁ ୦୮.୩୫
ରାତ୍ରି – ୦୯.୨୬ ରୁ ୧୧.୫୬
ରାତ୍ରି – ୦୧.୩୬ ରୁ ୦୩.୧୬
ରାତ୍ରି – ୦୪.୦୭ ରୁ ୦୫.୪୭

ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୩ ରୁ ୦୩.୪୯
କାଳବେଳା- ଦିବା ୧୨.୫୭ ରୁ ୦୨.୨୩
ବାରବେଳା- ପ୍ରାତଃ ୦୭.୧୩ ରୁ ୦୮.୩୯
କାଳରାତ୍ରି – ସନ୍ଧ୍ୟା ୦୬.୪୯ ରୁ ୦୮.୨୩

Advertisment
Advertisment
Related Articles
Advertisment