/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୨୧ ଶନିବାର। ଚନ୍ଦ୍ର – ମୀନ ସନ୍ଧ୍ୟା ୦୭.୦୬ ଗତେ ମେଷ। ତିଥି - ୪ର୍ଥୀ ଦିବା ୦୧.୦୧ ଗତେ ୫ମୀ। ଘାତଚନ୍ଦ୍ର - ଧନୁ ରାଶିର,ସନ୍ଧ୍ୟା ୦୭.୦୬ ଗତେ ମେଷ ରାଶିର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୧୦.୩୪ ରୁ ୦୧.୦୯
ରାତ୍ରି – ୦୮.୧୫ ରୁ ୧୦.୪୫
ରାତ୍ରି – ୧୨.୨୫ ରୁ ୦୨.୦୫
ରାତ୍ରି – ୦୨.୫୫ ରୁ ୦୪.୩୫
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୦୮ ରୁ ୧୦.୩୪
କାଳବେଳା - ପ୍ରାତଃ ୦୬.୧୫ ରୁ ୦୭.୪୧ ଓ ଦିବା ୦୪.୧୮ ରୁ ୦୫.୪୫
ବାରବେଳା- ଦିବା ୦୧.୨୬ ରୁ ୦୨.୫୨
କାଳରାତ୍ରି – ସନ୍ଧ୍ୟା ୦୫.୪୫ ରୁ ୦୭.୧୮ ଓ ନିଶାନ୍ତ ୦୪.୪୧ ଓ ୦୬.୧୫
Advertisment
Advertisment



Related Articles
Relief for Pradeep Kumar Jena: ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ବାର୍ଥ ମାମଲା ପ୍ରତ୍ୟାହୃତ, ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ
POSTED

Matric Exam: ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ଦିନ, ଆଜି ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
POSTED

India to Pay 18% Duty: ବିଶ୍ବର ସମସ୍ତ ଦେଶ ଦେବ ଅତିରିକ୍ତ ୧୦% ଟାରିଫ; ଭାରତ ବି ଶୁଳ୍କ ଦେବ, ଆମେ ଦେବୁନାହିଁ; ଟ୍ରମ୍ପ
POSTED

Student Death at KISS Hostel: ‘କିସ୍’ ଛାତ୍ର ମୃତ୍ୟୁରେ ବ୍ରେକ୍ କେବେ? ପୁଣି ମିଳିଲା ମୃତଦେହ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)