Advertisment

Today Panchang 20th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ଅମାବାସ୍ୟା ଦିବା ୧୨.୧୭ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି।

author-image
Deepak Acharya
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ଅମାବାସ୍ୟା ଦିବା ୧୨.୧୭ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୫୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୦୧ ରୁ ୦୭.୨୯
ସନ୍ଧ୍ୟା – ୦୫.୫୪ ରୁ ୦୯.୨୨
ରାତ୍ରି – ୦୧.୧୦ ରୁ ୦୩.୨୬
ରାତ୍ରି – ୦୪.୧୮ ରୁ ୦୬.୦୨
ଅଶୁଭ ସମୟ - 
ରାହୁକାଳ - ଦିବା ୧୨.୫୪ ରୁ ୦୨.୧୭
କାଳବେଳା - ଦିବା ୦୨.୧୭ ରୁ ୦୩.୩୯
ବାରବେଳା- ଦିବା ୦୩.୩୯ ରୁ ୦୫.୦୨
କାଳରାତ୍ରି – ରାତ୍ରି ୧୧.୩୨ ରୁ ୦୧.୧୦

Advertisment
Panchang
Advertisment