Advertisment

Today Panchang 1st November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ  ଶନିବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ୧୦ମୀ ଦିବା ୦୯.୧୨ ଗତେ ୧୨ଶୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ  ଶନିବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ୧୦ମୀ ଦିବା ୦୯.୧୨ ଗତେ ୧୨ଶୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର। ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୬.୨୦ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୭.୨୧ ରୁ ୦୮.୪୦
ଦିବା – ୧୧.୫୨ ରୁ ୧୨.୫୪
ଦିବା – ୦୨.୧୯ ରୁ ୦୨.୫୩
ଦିବା – ୦୩.୩୮ ରୁ ୦୩.୪୪
ରାତ୍ରି – ୦୨.୨୮ ରୁ ୦୩.୧୯
ଅଶୁଭ ସମୟ - 
ରାହୁକାଳ - ଦିବା ୦୮.୪୦ ରୁ ୧୦.୦୫
କାଳବେଳା - ପ୍ରାତଃ ୦୫.୫୧ ରୁ ୦୭.୧୬ ଓ ଦିବା ୦୩.୪୪ ରୁ ୦୫.୦୮
ବାରବେଳା- ଦିବା ୧୨.୫୪ ରୁ ୦୨.୧୯
କାଳରାତ୍ରି – ସନ୍ଧ୍ୟା ୦୫.୦୮ ରୁ ୦୬.୪୪ ଓ ରାତ୍ରି ୦୪.୧୬ ରୁ ୦୫.୫୨

Advertisment
Panchang
Advertisment
Related Articles
Advertisment