/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ଆଜିର ପଞ୍ଚାଙ୍ଗ। ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ତାରିଖ ୧୯ ସୋମବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ପ୍ରତିପଦ ରାତ୍ରି ୦୨.୧୪ ଗତେ ୨ୟା। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୫୧ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୨.୧୪ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦା॥
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୦
ଦିବା – ୧୦.୫୧ ରୁ ୦୧.୦୩
ଦିବା – ୦୪.୦୪ ରୁ ୦୪.୪୨
ସନ୍ଧ୍ୟା – ୦୬.୧୮ ରୁ ୦୮.୫୫
ରାତ୍ରି – ୧୧.୫୭ ରୁ ୦୨.୫୯
ଅଶୁଭ ସମୟ -
ରାହୁକାଳ – ପ୍ରାତଃ ୦୭.୫୦ ରୁ ୦୯.୧୨
କାଳବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨
ବାରବେଳା – ଦିବା ୦୨.୪୨ ରୁ ୦୪.୦୪
କାଳରାତ୍ରି - ରାତ୍ରି ୧୦.୧୯ ରୁ ୧୧.୫୭
Advertisment
Advertisment



Related Articles
Two High-Speed Trains Derailed: ବାହାନଗା ଷ୍ଟାଇଲରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍ ବଗି ଉପରେ ଚଢ଼ିଗଲା ବଗି
POSTED

From Street to Wedding Mandap: ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ; ହାତ ଧରିଲେ ସଫଟୱେର ଇଞ୍ଜିନିୟର
POSTED

Cow Smuggling Mafia Alters Strategy: ରେଡ୍ ପରେ ବଦଳିଗଲା ଗୋ-ମାଫିଆଙ୍କ ଷ୍ଟ୍ରାଟେଜି; କଣ୍ଟେନର ବଦଳରେ ଚଲାଇ ଚଲାଇ ଗୋରୁ ଚାଲାଣ
POSTED

ED Cracks Down on Ganjam Mafia Syndicate: ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍; ପଥର ଓ ମଦ କାରବାର ଯାଏଁ ଲମ୍ବିଛି ଚେର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)