/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୧୯ ଗୁରୁବାର। ଚନ୍ଦ୍ର – କୁମ୍ଭ ଦିବା ୦୨.୫୯ ଗତେ ମୀନ। ତିଥି - ୨ୟା ଦିବା ୦୩.୫୯ ଗତେ ୩ୟା। ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର , ଦିବା ୦୨.୫୯ ଗତେ ଧନୁ ରାଶିର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୩.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୫୧ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୧୭ ରୁ ୦୭.୪୮
ଦିବା – ୧୦.୫୧ ରୁ ୦୧.୦୯
ରାତ୍ରି – ୦୨.୫୫ ରୁ ୦୩.୪୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୬ ରୁ ୦୨.୫୨
କାଳବେଳା - ଦିବା ୦୨.୫୨ ରୁ ୦୪.୧୮
ବାରବେଳା- ଦିବା ୦୪.୧୮ ରୁ ୦୫.୪୪
କାଳରାତ୍ରି – ରାତ୍ରି ୧୨.୦୦ ରୁ ୦୧.୩୪
Advertisment
Advertisment



Related Articles
AI Biometric Scam Alert: ଟେନସନ୍ ବଢାଇଛି ଡିଜିଟାଲ୍ ସ୍କାମର ନୂଆ ଫଣ୍ଡା; ନା OTP, ନା ଲିଙ୍କ୍, ବାୟୋମେଟ୍ରିକ୍ ଆଇଡେଣ୍ଟିଟି କରି ଠକେଇ
POSTED

Haladiapadar Bridge DPR Sparks Controversy: କାହା ସ୍ୱାର୍ଥରେ ବଦଳିଥିଲା ହଳଦିଆପଦର ବ୍ରିଜ୍ DPR ? କାହା ଚାପରେ ଓ କାହିଁକି ନକ୍ସା ପରିବର୍ତ୍ତନ ହେଲା
POSTED

Odisha Rajya Sabha Race Heats: ଓଡ଼ିଶାରୁ ଖାଲି ହେଉଥିବା ୪ ଆସନରେ କିଏ ଯିବେ ରାଜ୍ୟସଭା; ବିଜେପିରୁ ୨ ଓ ବିଜେଡିରୁ ଜଣେ; ଚତୁର୍ଥ ଆସନରେ କିଏ
POSTED

High Drama at Bolagarh Block: ତେଜିଲା ବୋଲଗଡ଼ ବିଡିଓ ହଟାଓ ଆନ୍ଦୋଳନ; ତାତିଲେ ଚେୟାରମ୍ୟାନଙ୍କ ଜନ ପ୍ରତିନିଧି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)