Advertisment

Today Panchang 17th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ କୃଷ୍ଣପକ୍ଷ  ଇଂରାଜୀ  ତାରିଖ ୧୭ ଶନିବାର। ଚନ୍ଦ୍ର  - ଧନୁ ଅହୋରାତ୍ର। ତିଥି – ୧୪ଶୀ ରାତ୍ରି ୧୨.୦୪ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ମକର ମାସ ମାଘ କୃଷ୍ଣପକ୍ଷ  ଇଂରାଜୀ  ତାରିଖ ୧୭ ଶନିବାର। ଚନ୍ଦ୍ର  - ଧନୁ ଅହୋରାତ୍ର। ତିଥି – ୧୪ଶୀ ରାତ୍ରି ୧୨.୦୪ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୧୦.୩୪ ରୁ ୦୧.୦୨
ରାତ୍ରି – ୦୮.୦୧ ରୁ ୧୦.୩୮
ରାତ୍ରି – ୧୨.୨୨ ରୁ ୦୨.୦୭
ରାତ୍ରି – ୦୨.୫୯ ରୁ ୦୪.୪୩
ଅଶୁଭ ସମୟ - 
ରାହୁକାଳ – ଦିବା ୦୯.୧୨ ରୁ ୧୦.୩୪
କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୩ ରୁ ୦୫.୨୫ 
ବାରବେଳା – ଦିବା ୦୧.୧୮ ରୁ ୦୨.୪୧
କାଳରାତ୍ରି  - ସନ୍ଧ୍ୟା ୦୫.୨୫ ରୁ ୦୭.୦୩ ଓ ନିଶାନ୍ତ ୦୪.୫୦ ରୁ ୦୬.୨୭

Advertisment
Panchang
Advertisment
Related Articles
Advertisment