/odishatv-khabar/media/media_files/2026/01/16/nipah-virus-alert-2026-01-16-20-42-35.jpg)
ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ, ଓଡିଶାରେ ଛନକା Photograph: (OTV)
ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ, ଓଡିଶାରେ ଛନକା। ଲୋକସଭା ଭବନରେ ବସିଲା ‘ନିପା’ଭାଇରସକୁ ନେଇ ବଡ଼ ବୈଠକ। ବୈଠକରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ। ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
Advertisment
ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଓ ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି। ଏଯାଏଁ ନିପା ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନି । ଯଦି ଏଭଳି କେସ୍ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)