/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)
Panchang Photograph: (OTV)
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୬ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୨ଶୀ ନିଶାନ୍ତ ୦୪.୪୭ ଗତେ ୧୩ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୪୭ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୪୩ ରୁ ୦୮.୫୬
ଦିବା - ୧୨.୫୪ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୪୦
ରାତ୍ରି – ୦୭.୩୮ ରୁ ୦୯.୨୨
ରାତ୍ରି – ୧୧.୫୭ ରୁ ୦୧.୦୮
ରାତ୍ରି – ୦୨.୪୫ ରୁ ୦୬.୦୦
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୪୦ ରୁ ୦୫.୦୩
କାଳବେଳା - ଦିବା ୧୧.୩୧ ରୁ ୧୨.୫୪
ବାରବେଳା- ଦିବା ୧୦.୦୮ ରୁ ୧୧.୩୧
କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୪୫
Advertisment
Advertisment



Related Articles
Flames of Dissent Rise in BJD: ବିଜେଡିରେ ହୁତୁହୁତୁ ହୋଇ ଜଳିଲାଣି ବିପ୍ଳବର ବହ୍ନି, ପୁଣି ଶ୍ରୀମୟୀ ମାରିଲେ ବାଣ
POSTED

Human Sagar’s Health Critical: ହ୍ୟୁମାନ ସାଗରଙ୍କ ଅବସ୍ଥା ସଂକଟାପନ୍ନ, ହାତ ଯୋଡ଼ି କାନ୍ଦି କାନ୍ଦି ସହାୟତା ମାଗିଲେ ହ୍ୟୁମାନଙ୍କ ମାଆ
POSTED

Challenging Deep-Sea Mission by Coast Guard: ଗଭୀର ସମୁଦ୍ରରେ କୋଷ୍ଟଗାର୍ଡଙ୍କ ଚ୍ୟାଲେଞ୍ଜପୂର୍ଣ୍ଣ ଅପରେସନ୍, ସମୁଦ୍ର ପ୍ରହରୀଙ୍କ ଅନୁଭୂତି ସାଉଁଟିଲା ଓଟିଭି
POSTED

Modi’s Message Ups Pressure on Didi: ମୋଦିଙ୍କ ଆହ୍ବାନ ପରେ ବଢ଼ିଲା ଦିଦିଙ୍କ ଟେନସନ୍, ଦେଶରେ ଗେରୁଆ ଗେରୁଆ ହେଲାଣି ୨୦ ରାଜ୍ୟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)