/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୩ ଶୁକ୍ରବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି - ୧୧ଶୀ ଦିବା ୦୨.୨୬ ଗତେ ୧୨ଶୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ଦିବା ୦୨.୨୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୦ ରୁ ୦୭.୦୫
ପ୍ରାତଃ – ୦୭.୫୧ ରୁ ୦୯.୧୦
ଦିବା – ୧୨.୨୩ ରୁ ୦୨.୩୯
ଦିବା – ୦୪.୧୦ ରୁ ୦୫.୪୧
ସନ୍ଧ୍ୟା – ୦୭.୨୨ ରୁ ୦୮.୫୧
ରାତ୍ରି – ୦୨.୦୭ ରୁ ୦୪.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୩୫ ରୁ ୧୨.୦୦
କାଳବେଳା - ଦିବା ୧୦.୩୫ ରୁ ୧୨.୦୦
ବାରବେଳା- ଦିବା ୦୯.୧୦ ରୁ ୧୦.୩୫
କାଳରାତ୍ରି – ରାତ୍ରି ୦୮.୫୧ ରୁ ୧୦.୨୫
Advertisment
Advertisment



Related Articles
India Strengthens Its Skies: ମହଙ୍ଗା ପଡ଼ିବ ଆକାଶରେ ଭାରତ ସହିତ ଟକ୍କର, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା
POSTED

Corruption Crackdown: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟି ଧରାପଡ଼ିଲେ
POSTED

One Teacher, Big Change: ଆଦିବାସୀ ମୂଲକରେ ଭିନ୍ନ ଜଣେ ଶିକ୍ଷକ, ଅଳ୍ପ ଦିନରେ ବଦଳିଗଲା ସ୍କୁଲର ଚିତ୍ର
POSTED

Theatre Politics Heats Up:କୋଣାର୍କ ଗଣନାଟ୍ୟ ଷ୍ଟାରକାଷ୍ଟରୁ ରତି-ମିଟୁନା ବାଦ୍! ପୁଅ ଜଗାକୁ ଏଣ୍ଟ୍ରି ଦେବାକୁ ଦୈତାରୀ ପଣ୍ଡା ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)