Advertisment

Today Panchang 12th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୨ ସୋମବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୯ମୀ ଦିବା ୧୨.୪୩ ଗତେ ୧୦ମୀ। ଘାତଚନ୍ଦ୍ର – ନାସ୍ତି ଘାତବାର- ମିଥୁନ ରାଶିର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୨ ସୋମବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୯ମୀ ଦିବା ୧୨.୪୩ ଗତେ ୧୦ମୀ। ଘାତଚନ୍ଦ୍ର – ନାସ୍ତି
ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ – ରାତ୍ରି ୦୯.୦୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୪୯
ଦିବା – ୦୯.୨୨ ରୁ ୧୧.୩୩
ରାତ୍ରି – ୦୭.୫୯ ରୁ ୧୦.୧୬
ରାତ୍ରି – ୦୨.୫୮ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳବେଳା - ପ୍ରାତଃ ୦୭.୪୯ ରୁ ୦୯.୧୧
ବାରବେଳା- ଦିବା ୦୨.୩୮ ରୁ ୦୪.୦୦
କାଳରାତ୍ରି – ରାତ୍ରି ୧୦.୧୬ ରୁ ୧୧.୫୪

Advertisment
Panchang
Advertisment
Related Articles
Advertisment