/odishatv-khabar/media/media_files/2025/12/11/panchang-2025-12-11-08-18-30.jpg)
Panchang Photograph: (OTV)
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୨ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି – ୮ମୀ ଦିବା ୦୨.୫୭ ଗତେ ୯ମୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୧୦.୨୧ ଗତେ ବୃଷ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୫୦ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ – ୦୬.୧୫ ରୁ ୦୬.୫୮
ପ୍ରାତଃ – ୦୭.୪୨ ରୁ ୦୮.୫୭
ଦିବା – ୧୨.୦୧ ରୁ ୦୨.୫୫
ଦିବା – ୦୩.୩୮ ରୁ ୦୫.୦୫
ସନ୍ଧ୍ୟା – ୦୫.୫୭ ରୁ ୦୮.୨୨
ରାତ୍ରି – ୧୨.୦୬ ରୁ ୦୧.୫୨
ରାତ୍ରି – ୦୨.୪୫ ରୁ ୦୪.୩୦
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୯ ରୁ ୧୧.୪୦
କାଳବେଳା - ଦିବା ୧୦.୧୯ ରୁ ୧୧.୪୦
ବାରବେଳା- ଦିବା ୦୮.୫୭ ରୁ ୧୦.୧୯
କାଳରାତ୍ରି – ରାତ୍ରି ୦୮.୨୨ ରୁ ୧୦.୦୧
Advertisment
Advertisment



Related Articles
Comedian Guru Prusty’s Death: ସସପେନ୍ସ ଘେରରେ କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା , ହାସ୍ୟ ଅଭିନେତା ନରି ପଣ୍ଡା ଦେଲେ ବଡ଼ ବୟାନ
POSTED

Gold Card Scheme: ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ...ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା
POSTED

Congress Storm: PCC ମୁଖିଆ ପଦ ନମିଳିବାରୁ ବିଦ୍ରୋହ କଲେ କି ମୋକିମ୍ ? ଭକ୍ତଙ୍କୁ ଧୂଲେଇ ସହ ସୋନିଆଙ୍କୁ ଚିଠି ପରେ କଂଗ୍ରେସରେ କମ୍ପନ
POSTED

Odisha MLAs Get Massive Pay Hike: କେତେ ଜରୁରୀ ବିଧାୟକଙ୍କୁ ଏତେ ଅଧିକ ଦରମା , ବିଧାୟକ ରଖିଲେ ଯୁକ୍ତି ... ହଜମ କରିପାରୁନାହାନ୍ତି ଜନତା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)