Advertisment

Today Panchang 11th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ ଇଂରାଜୀ ୧୧ତାରିଖ ରବିବାର। ଚନ୍ଦ୍ର - ତୁଳା  ଅହୋରାତ୍ର। ତିଥି –  ୮ମୀ ଦିବା ୧୦.୨୦ ଗତେ ୯ମୀ। ଘାତଚନ୍ଦ୍ର –   ନାସ୍ତି। ଘାତବାର –  ମେଷ ରାଶିର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ ଇଂରାଜୀ ୧୧ତାରିଖ ରବିବାର। ଚନ୍ଦ୍ର - ତୁଳା  ଅହୋରାତ୍ର। ତିଥି –  ୮ମୀ ଦିବା ୧୦.୨୦ ଗତେ ୯ମୀ। ଘାତଚନ୍ଦ୍ର –   ନାସ୍ତି। ଘାତବାର –  ମେଷ ରାଶିର। ପୁଷ୍କର ଦୋଷ - ୧ପାଦ - କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୧୧ ରୁ ୦୯.୨୧
ଦିବା -  ୦୧.୧୬ ରୁ ୦୩.୧୦
ଦିବା – ୦୩.୫୪ ରୁ ୦୩.୫୯
ରାତ୍ରି – ୦୭.୫୮ ରୁ ୦୯.୪୩
ରାତ୍ରି – ୧୨.୨୦ ରୁ ୦୧.୩୨
ରାତ୍ରି – ୦୩.୧୧ ରୁ ୦୬.୨୭
ଅଶୁଭ ସମୟ - 
ରାହୁକାଳ – ଦିବା ୦୩.୫୯ ରୁ ୦୫.୨୧
କାଳବେଳା –ଦିବା ୧୧.୫୪ ରୁ ୦୧.୧୬ 
ବାରବେଳା – ଦିବା ୧୦.୩୨ ର ୁ୧୧.୫୪
କାଳରାତ୍ରି  - ରାତ୍ରୀ ୦୧.୩୨ ରୁ ୦୩.୧୧

Advertisment
Panchang
Advertisment
Related Articles
Advertisment