/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୧୦ତାରିଖ ଶନିବାର। ଚନ୍ଦ୍ର - କନ୍ୟା ନିଶାନ୍ତ ୦୪.୫୨ ଗତେ ତୁଳା। ତିଥି – ୭ମୀ ଦିବା ୦୮.୨୪ ଗତେ ୮ମୀ। ଘାତଚନ୍ଦ୍ର – ବୃଷ ରାଶିର ନିଶାନ୍ତ ୦୪.୫୨ପର୍ଯ୍ୟନ୍ତ। ଘାତବାର – ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ - ୨ ପାଦ - କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ଦିବା ୦୮.୨୪ ଗତେ ୧ ପାଦ - କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୫୪ ରୁ ୦୯.୧୦
ଦିବା - ୧୨.୧୫ ରୁ ୦୧.୧୫
ଦିବା – ୦୨.୩୭ ରୁ ୦୩.୧୦
ଦିବା – ୦୩.୫୩ ରୁ ୦୩.୫୯
ରାତ୍ରି – ୦୨.୫୭ ରୁ ୦୩.୫୦
ଅଶୁଭ ସମୟ -
ରାହୁକାଳ – ଦିବା ୦୯.୧୦ ରୁ ୧୦.୩୨
କାଳବେଳା –ପ୍ରାତଃ ୦୬.୨୭ରୁ ୦୭.୪୯ ଓ ଦିବା ୦୩.୫୯ ରୁ ୦୫.୨୦
ବାରବେଳା – ଦିବା ୦୧.୧୫ ରୁ ୦୨.୩୭
କାଳରାତ୍ରି - ସନ୍ଧ୍ୟା ୦୫.୨୦. ରୁ ୦୬.୫୯ ଓ ନିଶାନ୍ତ ୦୪.୪୯ ରୁ ୦୬.୨୭
Advertisment
Advertisment



Related Articles
BDO Kangaroo Court Odisha: ବିଡିଓ ବାବୁଙ୍କ କଙ୍ଗାରୁ କୋର୍ଟ, ସିଧା ଗରିବଙ୍କ ପେଟକୁ ଲାତ
POSTED

Journalist’s Shocking Confession: “ମଦ ମୋ ଜୀବନ ଧ୍ୱଂସ କରିଦେଲା” — ଲିଭର ସିରୋସିସରେ ପୀଡ଼ିତ ସାମ୍ବାଦିକଙ୍କ ଆକୁଳ ନିବେଦନ
POSTED

Yatra Superstar Piyush Faces Court Restriction: ମାଲିକ କଳି, କୋର୍ଟ ରୋକ୍: ମଞ୍ଚ ଚଢ଼ିବେ କି ଯାତ୍ରା ସୁପରଷ୍ଟାର ପୀୟୂଷ?
POSTED

New Safety Rules for Sleeper Buses: ଆସିଲା ନୂଆ ନିୟମ; ସ୍ଲିପର କୋଚ୍ ବସ୍ର ମୋଡିଫିକେସନ୍ ଉପରେ ଲାଗିବ ରୋକ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)