Advertisment

Today Panchang 10th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ବୁଧବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି – ୬ଷ୍ଠୀ ଦିବା ୦୧.୪୬ ଗତେ ୭ମୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର।

author-image
Deepak Acharya
Panchang Today 28th August 2024

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ବୁଧବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି – ୬ଷ୍ଠୀ ଦିବା ୦୧.୪୬ ଗତେ ୭ମୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ଦିବା ୦୧.୪୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୧୪ ରୁ ୦୮.୨୪
ଦିବା – ୧୦.୩୪ ରୁ ୧୧.୩୯
ଦିବା – ୦୧.୨୭ ରୁ ୦୩.୩୭
ସନ୍ଧ୍ୟା – ୦୫.୫୭ ରୁ ୦୬.୪୯
ରାତ୍ରି - ୦୮.୩୪ ରୁ ୦୨.୫୭
ନିଶାନ୍ତ - ୦୪.୩୬ ରୁ ୦୬.୧୪
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୯ ରୁ ୦୧.୦୦
କାଳବେଳା - ଦିବା ୦୮.୫୬ ରୁ ୧୦.୧୮
ବାରବେଳା- ଦିବା ୧୧.୩୯ ରୁ ୦୧.୦୦
କାଳରାତ୍ରି – ରାତ୍ରି ୦୨.୫୭ ରୁ ୦୪.୩୬

Advertisment
Panchang
Advertisment
Related Articles
Advertisment