Advertisment

Vehicle Catches Fire: କାରରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଲା

କାରରେ ଲାଗିଗଲା ନିଆଁ। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟରାତ୍ରରେ ହଠାତ ଏକ କାରରେ ନିଆଁ ଲାଗି କାରଟି ସମ୍ପୂର୍ଣ୍ଣ ଜଳିଯାଇଛି।

author-image
Chinmayee Sahoo
Vehicle Catches Fire

Vehicle Catches Fire Photograph: (OTV)

କାରରେ ଲାଗିଗଲା ନିଆଁ। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟରାତ୍ରରେ ହଠାତ ଏକ କାରରେ ନିଆଁ ଲାଗି କାରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡର ସୂଚନା ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ କାବୁ କରିଥିଲେ। କାରଟି ସମ୍ପୂର୍ଣ ଭାବରେ ଜଳିଯାଇଛି। 

Advertisment

ତେବେ ସୌଭାଗ୍ୟବଶତଃ କାରରେ କେହି ନଥିଲେ। କାରଟି ଏକ ହୋଟେଲ ସମ୍ମୁଖରେ ରଖା ଯାଇଥିବା ବେଳେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ଓ଼ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି। ନିଆଁରେ କାରଟି ସଂପୂର୍ଣ୍ଣ ଜଳିଯାଇଛି।

Vehicle Catches Fire
Advertisment