Advertisment

Baby Falls into Burning Stove: ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ, ଅଭାବନୀୟ ଘଟଣା

ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ। ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା। ନିଆଁ ଭର୍ତ୍ତି ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର। ପିଲାଟିକୁ କୋଳରେ ଧରି ନିଆଁ ପୋଉଁଥିଲେ ମାଆ।

author-image
Chinmayee Sahoo
Child Burnt

Child Burnt Photograph: (OTV)

ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଆଁଭର୍ତ୍ତି ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର ହୋଇପଡ଼ିଛି। ପିଲାଟିକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

Advertisment

ସୂଚନା ଅନୁସାରେ, ତାରନ ହେମ୍ବ୍ରମଙ୍କ ସ୍ତ୍ରୀ ଶିଶୁଟିକୁ କୋଳରେ ଧରି ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ । ତାଙ୍କ ଅସାବଧାନତା କାରଣରୁ ପିଲାଟି ନିଆଁ ଭର୍ତ୍ତି ଚୁଲିରେ ଖସିପଡ଼ିଥିଲା। ଶିଶୁଟିର ଅର୍ଦ୍ଧାଧିକ ଶରୀର ପୋଡ଼ିଯାଇଥିବା ସୂଚନା ସୂଚନା ।

ଚୁଲିରେ ଖସିପଡ଼ିଲା ଛୁଆ
ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ
ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା
ନିଆଁଭର୍ତ୍ତି ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର 
ପିଲାଟିକୁ କୋଳରେ ଧରି ନିଆଁ ପୋଉଁଥିଲେ ମାଆ
ଅସାବଧାନତାରୁ ମାଆ କୋଳରୁ ଖସିପଡ଼ିଲା ଶିଶୁ
ପିଲାଟିର ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ସୂଚନା
ଗୁରୁତର ଶିଶୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment
Balasore
Advertisment
Related Articles
Advertisment