/odishatv-khabar/media/media_files/2026/01/21/thar-2026-01-21-13-45-15.jpg)
THAR Photograph: (OTV)
ପୁଣି ରାଜଧାନୀରେ ଛାତି ଥରାଇ ଦେଲା ଥାର। ଚନ୍ଦକା ଥାନା ଅଞ୍ଚଳରେ ଥାର ସହ ଭେନ୍ୟୁ ମୁହାଁମୁହିଁ। ଚନ୍ଦକା ରାସ୍ତା ଉପରେ ଓଲଟିଲା ଥାର୍। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।
Advertisment
ଘଟଣାସ୍ଥଳରେ ଚନ୍ଦକା ପୋଲିସର ଛାନଭିନ। ଉଭୟ ଥାର ଏବଂ ଭେନ୍ୟୁ ଗାଡ଼ିକୁ ଜବତ କରି ଥାନାକୁ ନେଇଛି ଚନ୍ଦକା ଥାନା ପୋଲିସ।
ଗତକାଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ରାତି ପ୍ରାୟ ୧୧ଟା ୪୦ରେ ଥାର ଗାଡି ଏକ ବୁଲେଟକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିଲେ।
Advertisment
ପୁଣି ରାଜଧାନୀରେ ଛାତି ଥରାଇ ଦେଲା ଥାର୍
ଚନ୍ଦକା ଥାନା ଅଞ୍ଚଳରେ ଥାର ସହ ଭେନ୍ୟୁ ମୁହାଁମୁହିଁ
କାଲି କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବି ଥାର୍ ହୋଇଥିଲା ଦୁର୍ଘଟଣା
ଏଥିରେ ଜଣେ ଆହତ ହୋଇଥିବା ସୂଚନା
Advertisment



Related Articles
Trailer Falls from Sunki Ghat: ଘାଟିରୁ ଖସି ଜଳିଗଲା ଟ୍ରଲର୍, ବର୍ତ୍ତିଗଲେ ଡ୍ରାଇଭର-ହେଲପର୍
POSTED

Youth Stabbed to Death: ପାଟିତୁଣ୍ଡ ପରେ ଯୁବକଙ୍କୁ ଛୁରୀ ଭୁଶିଦେଲେ, ଅଭିଯୁକ୍ତ ଛୁ’
POSTED

Puri Srimandir Bomb Threat Case: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇବା ଧମକ, ଜଣେ ଅଟକ
POSTED

PIL on Illegal Mining: ବେଆଇନ ଖଣି ଖନନ, ହାଇକୋର୍ଟଙ୍କ ନୋଟିସ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)