/odishatv-khabar/media/media_files/2026/01/07/accident-2026-01-07-09-15-41.jpg)
Accident Photograph: (OTV)
ରାଜଧାନୀର ବାଣୀବିହାର ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା । ଗତକାଲି ରାତିରେ ଜଣେ ବାଇକ ଆରୋହୀଙ୍କର ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଆରୋହୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Advertisment
ସୂଚନା ଅନୁଯାୟୀ, ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ରାଜଧାନୀରେ ଦୁର୍ଘଟଣା, ଜଣେ ଗୁରୁତର
ବାଣୀବିହାର ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା
ବାଇକ ଆରୋହୀଙ୍କର ଉପରେ ଚଢ଼ିଗଲା ଟ୍ରକ୍
ବାଇକ ଆରୋହୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେଲା ଟ୍ରକ୍
ଧକ୍କା ଦେଇ ଫେରାର ଟ୍ରକ୍
ଗୁରୁତର ଆହତ ଯୁବକକୁ ଉଦ୍ଧାର କରି ନିଆଗଲା ହସ୍ପିଟାଲ୍
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)