/odishatv-khabar/media/media_files/2025/11/07/bus-accident-2025-11-07-08-34-45.jpg)
BUS ACCIDENT Photograph: (OTV)
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍।15ରୁ ଅଧିକ ଯାତ୍ରୀ ଗୁରୁତର। ଜଣେ ମୃତ। ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ଉଦୟଗିରି ମେଡିକାଲରେ ଭର୍ତି କରିଛି ଅଗ୍ନିଶମ ବାହିନୀ। ବସ୍ ଟି ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା।
Advertisment
କଳିଙ୍ଗା ଘାଟିରେ ଓଲଟିଲା ବସ୍
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
୧୫ରୁ ଅଧିକ ଯାତ୍ରୀ ଗୁରୁତର ସୂଚନା
ଗୁରୁତରଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ
ବସ୍ ଟି ବରଗଡ଼ରୁ ବ୍ରହ୍ମପୁର ଆସୁଥିବା ବେଳେ ଘଟିଛି ଦୁର୍ଘଟଣା
ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି
Advertisment



Related Articles
Mohan’s Sharp Reply to ‘Traitor’ Jibe: ମୋହନଙ୍କ ପାଲଟା `ବେଇମାନ' ନିଶାନା, କହିଲେ ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରିନଥିବେ
POSTED

Chhattisgarh BJP Leaders Descend on Nuapada: ନୂଆପଡ଼ା ମଇଦାନରେ ମାଳ ମାଳ ଛତିଶଗଡ଼ ନେତା, ବିଜେପି ପାଇଁ ଚଳାଇଛନ୍ତି ଜୋରଦାର୍ ପ୍ରଚାର
POSTED

Chaos Erupts Over OSSC Exam Error: ପଦାରେ ପଡ଼ିଲା OSSC ଦ୍ବାରା ପରିଚାଳିତ ପରୀକ୍ଷା ବିଭ୍ରାଟ, ମେରିଟ୍ ଲିଷ୍ଟ ପ୍ରକାଶ ନପାଇବାରୁ ଆଶାୟୀଙ୍କ ହଙ୍ଗାମା
POSTED

Publishers Furious Over Book Tender Issue: ବାଲିଯାତ୍ରାରେ ପ୍ରହସନ କି ମାଗଣାରେ ଓଡ଼ିଆ ବହିବଣ୍ଟା ? ପୁସ୍ତକ କିଣା ଟେଣ୍ଡରକୁ ନେଇ ପ୍ରକାଶକ କ୍ଷୁବ୍ଧ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)