Advertisment

Devastating Accident: ମର୍ମନ୍ତୁଦ ଦୁର୍ଘଟଣା, ପୁଅ ମୃତ, ଦମ୍ପତି ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣାରେ ପୁଅ ମୃତ, ଦମ୍ପତି ଗୁରୁତର। ଭଦ୍ରକ ଏନ୍ଏଚ୍ ୧୬ ଡାହାଣୀ ଗଡ଼ିଆ ଛକ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

author-image
Chinmayee Sahoo
Bhadrak

Bhadrak Photograph: (OTV)

ମର୍ମନ୍ତୁଦ ଦୁର୍ଘଟଣାରେ ପୁଅ ମୃତ, ଦମ୍ପତି ଗୁରୁତର। ଭଦ୍ରକ ଏନ୍ଏଚ୍ ୧୬ ଡାହାଣୀ ଗଡ଼ିଆ ଛକ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ନିଶ୍ଚିନ୍ତପୁର ମାଳତୀ ପାଟଣାର ଗୋଟିଏ ପରିବାର ବାଇକରେ ମୟୂରଭଞ୍ଜରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

Advertisment

ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କା ଦେବାରୁ ପୋଲ ତଳକୁ ଖସି ପଡିଥିଲା ବାଇକ୍। ଫଳରେ ୩ ବର୍ଷର ଶିଶୁ ପୁତ୍ରର ମୃତ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା: ପୁଅ ମୃତ, ଦମ୍ପତି ଗୁରୁତର
ଭଦ୍ରକ: ଭ୍ୟାନ୍ ଧକ୍କାରେ ପୋଲ ତଳକୁ ଖସିଲା ବାଇକ୍ , ଶିଶୁପୁତ୍ର ମୃତ
୩ ବର୍ଷର ଶିଶୁପୁତ୍ର ମୃତ, ବାପାମାଆ ଗୁରୁତର ଆହତ
ଏନ୍ଏଚ୍ ୧୬ ଡାହାଣୀ ଗଡ଼ିଆ ଛକ ନିକଟରେ ଦୁର୍ଘଟଣା
ବାଇକ୍ ରେ ମୟୂରଭଞ୍ଜରୁ ଭୁବନେଶ୍ବର ଆସୁଥିଲେ ପରିବାର

Advertisment
Bhadrak Accident
Advertisment
Related Articles
Advertisment