Advertisment

Severe Cold Wave: ସପ୍ତାହେ କଲବଲ କରିବ ଜାଡ଼, ସବୁଠୁ ଥଣ୍ଡା ସହର କୋରାପୁଟ

ସପ୍ତାହେ କଲବଲ କରିବ ଜାଡ଼। ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ପ୍ରକୋପ। ୧୦ ଡିଗ୍ରୀ ତଳେ ୮ ସହରର ତାପମାତ୍ରା। ଆହୁରି ସପ୍ତାହେ ଯାଏଁ କଲବଲ କରିବ ଜାଡ଼।

author-image
Chinmayee Sahoo
Cold Wave

Cold Wave Photograph: (OTV)

ରାଜ୍ୟରେ ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡି। ଆହୁରି ସପ୍ତାହେ ଏମିତି କଲବଲ କରିବ ଜାଡ। ଗତକାଲି ୧୦ ଡିଗ୍ରୀ ତଳେ ୮ ସହରର ତାପମାତ୍ରା ରେକର୍ଡ ହୋଇଛି । 

Advertisment

୪.୮ ଡିଗ୍ରୀ ସହ କୋରାପୁଟ୍ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡ଼ି ୬.୫, ଝାରସୁଗୁଡ଼ା ୭.୨, ଫୁଲବାଣୀ ୭.୫, ରାଉରକେଲା ୮, ନବରଙ୍ଗପୁର ୮.୫, ସୁନ୍ଦରଗଡ଼ ୯, ଭବାନୀପାଟଣା ୯.୮ ଡିଗ୍ରୀ ରହିଛି। ସେହିଭଳି ଘନ କୁହୁଡ଼ି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ସୁନ୍ଦରଗଡ଼, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Advertisment

ସପ୍ତାହେ କଲବଲ କରିବ ଜାଡ଼
ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ପ୍ରକୋପ
୧୦ ଡିଗ୍ରୀ ତଳେ ୮ ସହରର ତାପମାତ୍ରା
ଆହୁରି ସପ୍ତାହେ ଯାଏଁ କଲବଲ କରିବ ଜାଡ଼
୪.୮ ଡିଗ୍ରୀ ସହ କୋରାପୁଟ୍ ସବୁଠୁ ଥଣ୍ଡା ସହର

Weather Cold Wave
Advertisment
Related Articles
Advertisment