Advertisment

Heavy Frost in Koida: କୋଇଡାରେ ତୁଷାରପାତ, ବରଫରେ ପରିଣତ ହେଲା ରାତିର କାକର ବିନ୍ଦୁ

ସୁନ୍ଦରଗଡ଼ କୋଇଡାରେ ତୁଷାରପାତ। ବରଫରେ ପରିଣତ ହେଲା ରାତିର କାକର ବିନ୍ଦୁ। କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ।

author-image
Chinmayee Sahoo
Koida

Koida Photograph: (OTV)

ସୁନ୍ଦରଗଡ଼ କୋଇଡା ରେ ଲଗାତାର ଚାରିଦିନ ପ୍ରବଳ ତୁଷାରପାତ । ବରଫରେ ପରିଣତ ହେଲା ରାତିର କାକର ବିନ୍ଦୁ । ଲଗାତାର ଦୁଇଦିନ ଧରି ରାତିର ତାପମାତ୍ରା 5 ଡିଗ୍ରୀ ତଳେ ରହିବା ଫଳରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି। 

Advertisment

ଧଳା ରଙ୍ଗର ଚାଦରରେ ଆଚ୍ଛାଦିତ ହୋଇଛି ପୁରା କୋଇଡା ସହର ।କୋଇଡା ବ୍ଲକ୍ ର ସବୁଠାରୁ ଅଧିକ ତୁଷାରପାତ ନିୟୁ ଗାର୍ଡେନ କଲୋନୀରେ ଦେଖିବାକୁ ମିଳିଛି । ସେହିପରି ବ୍ଲକ୍ ର କୋଇଡା , କାଲଟା, ମାଲଦା, ଟେନସା ଭଳି ସ୍ଥାନରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି। 

Frost Koida
Advertisment
Related Articles
Advertisment