Advertisment

🔴Union Budget 2026 LIVE Updates: ସଂସଦରେ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ...ଜାଣନ୍ତୁ ଟିକିନିଖି ଖବର...

ଆଜି ସଂସଦରେ ଉପସ୍ଥାପିତ ହେଲା କେନ୍ଦ୍ର ବଜେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିରେ ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ । କେନ୍ଦ୍ର ବଜେଟ୍‌-୨୦୨୬ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

ଅଦ୍ୟତନ ହୋଇଛି
Union Budget 2026 LIVE

Union Budget 2026 LIVE Photograph: (OTV)

Advertisment

ଆଜି ସଂସଦରେ ଉପସ୍ଥାପିତ ହେଲା କେନ୍ଦ୍ର ବଜେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିରେ ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌  କରିଛନ୍ତି । ତେବେ ଆଜି ଆଗତ ହୋଇଥିବା ବଜେଟ୍‌ ଉପରେ ପୂରା ଦେଶବାସୀଙ୍କ ନଜର ରହିଛି । କେନ୍ଦ୍ର ବଜେଟ୍‌-୨୦୨୬ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • Feb 01, 2026 20:32 IST

    କେନ୍ଦ୍ର ବଜେଟରେ ଓଡ଼ିଶାକୁ ୩ ବଡ଼ ଉପହାର

    କେନ୍ଦ୍ର ବଜେଟରେ ଓଡ଼ିଶାକୁ ୩ ବଡ଼ ଉପହାର। ଓଡ଼ିଶାରେ ହେବ ବିରଳ ମୃତ୍ତିକା କରିଡର୍। ଖଣିଜ ପରିବହନ ଲାଗି ନିର୍ମାଣ ହେବ ଜାତୀୟ ଜଳ ମାର୍ଗ। ଅଧିକ ପଢିବା ପାଇଁ କ୍ଲିକ୍ କରନ୍ତୁ...

  • Feb 01, 2026 20:31 IST

    ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍

    ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍। ୭ଟି ଦୁଃସାଧ୍ୟ ରୋଗ ନିରାକରଣ ଔଷଧ ବି ଶସ୍ତା ହେବ। କ୍ୟାନସର୍ ଚିକିତ୍ସା ଲାଗି ୧୭ଟି ଔଷଧର ଦାମ୍ ଶସ୍ତା ହେବ। ଅଧିକ ପଢିବା ପାଇଁ କ୍ଲିକ୍ କରନ୍ତୁ...

  • Feb 01, 2026 20:29 IST

    ଏଥର ପ୍ରତିରକ୍ଷା ସହ MSME ସେକ୍ଟରକୁ ପ୍ରୋତ୍ସାହନ

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍। ଏଥର ପ୍ରତିରକ୍ଷା ସହ MSME ସେକ୍ଟରକୁ ପ୍ରୋତ୍ସାହନ। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ କ୍ରୀଡ଼ା ଆଦି କ୍ଷେତ୍ରକୁ ବି ଗୁରୁତ୍ୱ। କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ଲାଗି ପ୍ରତି ଜିଲ୍ଲାରେ ହେବ ଛାତ୍ରାବାସ। ଅଧିକ ପଢିବା ପାଇଁ କ୍ଲିକ୍ କରନ୍ତୁ...

  • Feb 01, 2026 18:25 IST

    ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

    ୨୦୨୬-୨୭ ପାଇଁ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ପରମ୍ପରା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖୁଆଇଥିଲେ। ଅଧିକ ପଢିବା ପାଇଁ କ୍ଲିକ୍ କରନ୍ତୁ...

  • Feb 01, 2026 18:14 IST

    ନିର୍ମଳା ଭାଙ୍ଗିଲେ ମଦ୍ୟପଙ୍କ ଅଣ୍ଟା

    ସବୁବର୍ଷ ଭଳି ଏବର୍ଷ ମଧ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ସବୁ ଦିଗକୁ ଦୃଷ୍ଟିରେ ରଖି ତମାଖୁ ଉପରେ ମହଙ୍ଗା ଶୁକ୍ଳ ବୃଦ୍ଧି କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢ଼ନ୍ତୁ...

  • Feb 01, 2026 17:23 IST

    ଆୟ ୩୫ ଲକ୍ଷ କୋଟି, ଖର୍ଚ୍ଚ ୫୩ ଲକ୍ଷ କୋଟି

    ସରକାର ୨୦୨୬-୨୭ ପାଇଁ ୫୩.୪୭ ଲକ୍ଷ କୋଟିରୁ ଅଧିକ ବଜେଟ୍ ରଖିଛନ୍ତି। ଏହା ୨୦୨୫-୨୬ ବଜେଟ୍ ତୁଳନାରେ ପ୍ରାୟ ୫.୫ ପ୍ରତିଶତ ଅଧିକ। ଅଧିକ ପଢ଼ନ୍ତୁ 

  • Feb 01, 2026 17:18 IST

    ଏଥର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାଣନ୍ତୁ, ତାଙ୍କ ବଜେଟ୍ ଉପସ୍ଥାପନର ସମୟ ।

    Budget Speech
    Budget Speech Photograph: (OTV)

  • Feb 01, 2026 16:17 IST

    ପ୍ରଧାନମନ୍ତ୍ରୀଙ୍କ ମୁହଁରେ ବଜେଟର ସାରାଂଶ

    ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ। ଏହା ଦେଶର ମହିଳାଙ୍କ ଶକ୍ତିଶାଳୀ ଶକ୍ତିକୁ ପ୍ରତିଫଳିତ କରେ। 

     । ଅଧିକ ପଢ଼ନ୍ତୁ...

  • Feb 01, 2026 15:42 IST

    ବଜେଟରେ ଘୋଷିତ SHE-Marts ଯୋଜନା କ’ଣ?

    ବଜେଟ୍ 2026ରେ ମହିଳାମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା କରାଯାଇଛି । ଏଥିରେ SHE Marts ଯୋଜନା ଅନ୍ତର୍ଭୁକ୍ତ । ଏହା ସେମାନଙ୍କୁ ଷ୍ଟୋରରୁମ୍ ଏବଂ ସୁପରଷ୍ଟୋର ଭଳି ବ୍ୟବସାୟ ଖୋଲିବାରେ ସାହାଯ୍ୟ କରିବ। ଅଧିକ ପଢ଼ନ୍ତୁ... 

  • Feb 01, 2026 15:30 IST

    #ଏଥର_ଫୋକସରେ_ଅରେଞ୍ଜ_ଇକୋନୋମି

  • Feb 01, 2026 15:29 IST

    #ଓଡ଼ିଶାକୁ_ପ୍ରବଳ_ଲାଭ_ଏଇଟା_ସୁନାର_ବଜେଟ୍

  • Feb 01, 2026 15:23 IST

    ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ

  • Feb 01, 2026 15:23 IST

    #ନିର୍ମଳା_କହିଲେ…

  • Feb 01, 2026 15:12 IST

    ‘#ଇନସୁରାନ୍ସ_ସ୍କିମର_ପ୍ରଚାର_ଦରକାର’

  • Feb 01, 2026 15:11 IST

    ‘#ଅର୍ଥ_ମନ୍ତ୍ରୀଙ୍କ_ଯୋଜନା_ଦୀର୍ଘମିଆଦି’

  • Feb 01, 2026 15:10 IST

    ମୋଟର ଦୁର୍ଘଟଣା ବାବଦ ସୁଧ ଉପରେ ଲାଗୁ ହେବନି ଆୟକର...

  • Feb 01, 2026 15:06 IST

    #IT_ରିଟର୍ଣ୍ଣକୁ_ନେଇ_ବଡ଼_ଘୋଷଣା

  • Feb 01, 2026 15:04 IST

    #ମୋଦିଙ୍କ_ବଡ଼_ଘୋଷଣା

  • Feb 01, 2026 14:37 IST

    #ଆସିବ_କି_ନୂଆ_ଟ୍ୟାକ୍ସ_ପାଟର୍ଣ୍ଣ?

  • Feb 01, 2026 14:37 IST

    ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ମିଳିବ

  • Feb 01, 2026 14:15 IST

    #ଓଡ଼ିଶା_ପାଇଁ_କଣ?

  • Feb 01, 2026 14:14 IST

    ବଜେଟରେ କଣ୍ଟେଣ୍ଟ କ୍ରିଏଟର୍ ଖୁସ୍

  • Feb 01, 2026 14:11 IST

    ‘ଦ୍ରୁତ ଗତିରେ ଭାରତ ଅର୍ଥନୀତି’

  • Feb 01, 2026 14:06 IST

    #ପ୍ରତିରକ୍ଷା_କ୍ଷେତ୍ରକୁ_୭.୮୫_ଲକ୍ଷ_କୋଟି

  • Feb 01, 2026 13:56 IST

    #ଭାରତ_ହେବ_ମେଡିକାଲ୍_ଟୁରିଜିମ୍_ହବ

  • Feb 01, 2026 13:56 IST

    #ହେ_ପ୍ରଭୁ_ଦର_ବଢ଼ିଗଲା

  • Feb 01, 2026 13:55 IST

    ନିର୍ମାଣ ହେବ ୭ଟି ହାଇସ୍ପିଡ୍ ରେଲୱେ କରିଡର

  • Feb 01, 2026 13:54 IST

    #ଓଡ଼ିଶାରେ_ହେବ_ନ୍ୟାସନାଲ୍_ୱାଟର୍_ୱେ_୫

  • Feb 01, 2026 13:49 IST

    #୧୦ହଜାର_ଗାଇଡଙ୍କୁ_ଟ୍ରେନିଂ

  • Feb 01, 2026 13:49 IST

    #ଅରେଞ୍ଜ୍_ଇକୋନୋମିକୁ_ପ୍ରାଧାନ୍ୟ

  • Feb 01, 2026 13:39 IST

    MSME ପ୍ରୋତ୍ସାହନ ପାଇଁ ଆସିବ ୧୦ହଜାର କୋଟି

  • Feb 01, 2026 13:38 IST

    କ୍ୟାନସର୍ ଓ ମଧୁମେହ ଔଷଧ ଶସ୍ତା

  • Feb 01, 2026 13:37 IST

    #ଓଡ଼ିଶାକୁ_ମିଳିଲା_ଏତେ…

  • Feb 01, 2026 13:37 IST

    #ବଜେଟ୍_ପରେ_ସେୟାର_ମାର୍କେଟ_କ୍ରାସ୍

  • Feb 01, 2026 13:28 IST

    #ରେୟାର୍_ଅର୍ଥ୍_ହବ୍‌_ହେବ_ଓଡ଼ିଶା: #CM

  • Feb 01, 2026 13:22 IST

    #ଶସ୍ତା_ହେବ_କ୍ୟାନସର_ମଧୁମେହ_ଔଷଧ

  • Feb 01, 2026 13:13 IST

    ଫାଇନ୍ ଦିଅ, ଟିକସ ଫାଙ୍କ

  • Feb 01, 2026 13:12 IST

    ବଜେଟ୍ ୨୦୨୬; ଜାଣନ୍ତୁ କ’ଣ ଶସ୍ତା, ମହଙ୍ଗା...

    ବଜେଟ୍‌ରେ ଏସବୁ ଜିନିଷ ମହଙ୍ଗା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା। କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ। ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା। ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ। ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ଶସ୍ତା ହେବ। ଅଧିକ ପଢନ୍ତୁ...

  • Feb 01, 2026 13:11 IST

    ବଜେଟ୍‌ରେ ଖେଲୋ ଇଣ୍ଡିଆ ମିଶନ୍‌ ଘୋଷଣା...

  • Feb 01, 2026 13:11 IST

    ଓଡ଼ିଶା ପାଇଁ ବଡ଼ ଘୋଷଣା

  • Feb 01, 2026 13:11 IST

    #କଷ୍ଟମ_ଡ୍ୟୁଟି_୧୦_ପ୍ରତିଶତକୁ_ହ୍ରାସ

  • Feb 01, 2026 13:08 IST

    କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଖୁସି ଖବର

  • Feb 01, 2026 13:03 IST

    #ଶସ୍ତା_ହେଲା_ମୋବାଇଲ_ଜୋତା

  • Feb 01, 2026 13:02 IST

    ମହଙ୍ଗା ହେଲା ମଦ

  • Feb 01, 2026 13:02 IST

    ଜାମନଗରରେ ହେବ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର

  • Feb 01, 2026 13:01 IST

    #ଓଡ଼ିଶା_ପାଇଁ_୫_ଜାତୀୟ_ଜଳପଥ

  • Feb 01, 2026 13:01 IST

    #କ୍ରାସ୍‌_ହେଲା_ସେୟାର_ମାର୍କେଟ୍

  • Feb 01, 2026 12:57 IST

    ଓଡ଼ିଶାରେ କଇଁଛ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ

  • Feb 01, 2026 12:56 IST

    #ଆୟକର_ଫାଙ୍କିଲେ_ଜୋରିମାନା

  • Feb 01, 2026 12:53 IST

    #କଇଁଛ_ଅଣ୍ଡାଦାନ_ସ୍ଥଳୀର_ଉନ୍ନତି_ହେବ

Finance Minister Nirmala Sitaraman Budget 2026 Budget Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ