ମହାକାଶରେ ଶୁଭାଂଶୁ, ପାଲଟିଗଲେ ୬ ବର୍ଷର ଛୁଆଁ !
ଦ୍ୱିତୀୟ ଭାରତୀୟ ଭାବେ କକ୍ଷପଥରେ ପହଞ୍ଚିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଏହା ଥିଲା ପ୍ରଥମ ଶବ୍ଦ। ଆକ୍ସିଅମ୍-୪ ମିଶନର ସଫଳ ଲଞ୍ଚିଂ ପରେ ସାମ୍ନାକୁ ଆସିଛି ତାଙ୍କର ପ୍ରତିକ୍ରିୟା। ଭାରତ ୪୧ ବର୍ଷ ପରେ ମହାକାଶକୁ ଫେରିଛି। ସେ ଏହାକୁ ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ଗଗନଯାନର ଆରମ୍ଭ ବୋଲି ଘୋଷଣା କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)