Advertisment

୪୫ ଦିନରେ ବୁଡ ପକାଇଲେ ୬୫ କୋଟିରୁ ଅଧିକ ଲୋକ

#ସରିଲା_ମହାକୁମ୍ଭ ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ । ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ଆଜି ଅନ୍ତିମ ଦିନରେ ଆସ୍ଥା ଓ ବିଶ୍ୱାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ ।

author-image
Saroj Kumar Jena

#ସରିଲା_ମହାକୁମ୍ଭ
ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ । ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ଆଜି ଅନ୍ତିମ ଦିନରେ ଆସ୍ଥା ଓ ବିଶ୍ୱାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ । 

Advertisment
Advertisment
Advertisment