ପ୍ରୟାଗ ସଙ୍ଗମରେ ଚାଲିଛି ଆସ୍ଥାର ସ୍ନାନ ତ ଦିନରାତି ଶୁଭୁଛି ଜଗନ୍ନାଥ ନାମ, ଜଗନ୍ନାଥଙ୍କ ନାମ ଓ କୀର୍ତ୍ତନରେ କେମିତି କମ୍ପୁଛି କୁମ୍ଭ ମେଳା ପରିସର । ପ୍ରୟାଗ କ୍ଷେତ୍ରରେ ଜଗନ୍ନାଥଙ୍କ ଜଣାଣ ଗାଉଥିବା କିଛି ଶ୍ରଦ୍ଧାଳୁଙ୍କୁ ଭେଟିଥିଲେ ଓଟିଭି ପ୍ରତିନିଧି ସୁଶାନ୍ତ ବିଷୋୟୀ ।
Published By: Saroj Kumar Jena
Last updated: 11 February 2025, 03:03 PM IST
ବାଜୁଥିଲା ସାହାନାଇ, ଚାଲିଥିଲା 'ହଳଦୀ ଉତ୍ସବ' । ଖୁସିକୁ ଦୁଇ ଗୁଣିତ କରିଥିଲା ନାଚର ଆସର । ହେଲେ ଉତ୍ସବରେ ଯୁବତୀ ନାଚୁଥିବା ସମୟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହେଲା । ଫଳରେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି ।