Advertisment

ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍

ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।

author-image
Satyendu Shekher Mishra

ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିବେ ବିଜେପିର ହାଇ ଭୋଲଟେଜ୍ କ୍ୟାଂପେନ । ୨୪ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ପ୍ରଥମ କେନ୍ଦ୍ରୀୟ ହେଭିୱେଟ୍ ନେତା ଭାବେ ଆସନ୍ତା ଗୁରୁବାର ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। ସୋନପୁରରେ ବିଶାଳ ଜନ ଜନସଭାକୁ ସେ ସମ୍ବୋଧନ କରିବେ। ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିବେ। ସଭା ସାରି ସିଧା ଭୁବନେଶ୍ୱର ଆସି ରାତ୍ରୀ ରହଣୀ କରିବାର କାର୍ଯ୍ୟକ୍ରମ ରହିଛି। ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।

Advertisment
BJD BJP Congress Odisha Politics General Election 2024
Advertisment
Advertisment