Advertisment

ସୋରଡ଼ାରୁ ବି ଶାହଙ୍କ ହୁଙ୍କାର । ମଞ୍ଚକୁ ଆସୁ ଆସୁ ସିଧା ନବୀନ ଓ ବାବୁ ରାଜ୍‌କୁ ନିଶାନା

ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।

author-image
Satyendu Shekher Mishra

ସୋରଡ଼ାରୁ ବି ଶାହଙ୍କ ହୁଙ୍କାର । ମଞ୍ଚକୁ ଆସୁ ଆସୁ ସିଧା ନବୀନ ଓ ବାବୁ ରାଜ୍‌କୁ ନିଶାନା । ନିର୍ବାଚନୀ ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢୋକ୍ତି କରିଛନ୍ତି- ଜୁନ୍ ୧ରେ ଓଡ଼ିଶାରୁ ନବୀନ ସରକାର ଯାଉଛି ଓ ପଦ୍ମ ଆସୁଛି । ତାସହ କହିଥିଲେ-ନବୀନ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଏଠିକା ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ। ଶାଗମାଛ ଦରରେ ଧାନ ବିକୁଥିବାରୁ ଚାଷୀଙ୍କ ଆୟ ବଢୁନି। ତେଣୁ ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।

Advertisment
BJD BJP Congress Odisha Politics General Election 2024
Advertisment
Advertisment