Odisha Election
ମେ୧୩, ସୋମବାର, ସକାଳ ୭ଟା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍ । ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ଭୋଟ୍ ହେବାକୁ ଥିବା ବେଳେ, ଆଜି ସେଠାରେ ସରିଛି ପ୍ରଚାର ପର୍ବ । ତେବେ ଚଳଚଞ୍ଚଳ ହୋଇ ଉଠିଛି ଷ୍ଟ୍ରଙ୍ଗରୁମ ଥିବା ଭୋଟିଂ କିଟ୍ ବିତରଣ କେନ୍ଦ୍ର ଗୁଡ଼ିକ । ସେଠାରୁ ଆଜିଠୁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)