Naveen Patnaik Road show
ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଛିଡ଼ା ହେବାକୁ ଯାଗା ନାହିଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଏମିତିକା ସ୍ଥିତି । ଗଲା କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି ତିନି-ତିନିଟି ରୋଡ୍ ସୋ । ହେଲେ ନବୀନଙ୍କ ରୋଡ୍ ସୋ’ର ଏହି ଚିତ୍ର ଦେଖିଲେ, ସ୍ପଷ୍ଟ ବାରି ହେଉଛି, ଯେ ନବୀନଙ୍କୁ ଦେଖିବାକୁ ସତେ ଯେମିତି ଲୋକଙ୍କ ଭିତରେ ଆଗଭଳି ଆଉ ଆଗ୍ରହ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)