ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ। କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର।....
Published By: Sujit kumar Swain
Last updated: 14 April 2024, 10:21 PM IST
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ବାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର। ଦଳର ସଂକଳ୍ପ ପତ୍ର, ମୋଦି କି ଗ୍ୟାରେଣ୍ଟି-୨୦୨୪କୁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।