Advertisment

ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM !

ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ଭଙ୍ଗା ଅଭିଯୋଗ ଘଟଣାରେ ଅପରାଜିତାଙ୍କ କଡ଼ା ଜବାବ୍। ସାର୍ବଜନୀନ କଲେ ବୁଥ୍ ଭିତରର ସିସିଟିଭି ଫୁଟେଜ୍। ଯେଉଁଥିରୁ ସ୍ପଷ୍ଟ ଯେ ଇଭିଏମ୍ ଭଙ୍ଗା ଘଟଣାରେ ଜଗଦ୍ଦେବଙ୍କର ଆଦୌ ସଂପୃକ୍ତି ନାହିଁ।

author-image
Sujit kumar Swain

ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ଭଙ୍ଗା ଅଭିଯୋଗ ଘଟଣାରେ ଅପରାଜିତାଙ୍କ କଡ଼ା ଜବାବ୍। ସାର୍ବଜନୀନ କଲେ ବୁଥ୍ ଭିତରର ସିସିଟିଭି ଫୁଟେଜ୍। ଯେଉଁଥିରୁ ସ୍ପଷ୍ଟ ଯେ ଇଭିଏମ୍ ଭଙ୍ଗା ଘଟଣାରେ ଜଗଦ୍ଦେବଙ୍କର ଆଦୌ ସଂପୃକ୍ତି ନାହିଁ ।

Advertisment
EVM General Elections 2024
Advertisment
Advertisment