Advertisment

୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବ ବିଜେପି

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

author-image
Santosh Kumar Sahoo

ଏକାକୀ ଓଡ଼ିଶା ଦଖଲ ପାଇଁ ମିଶନ୍ ମୋଡରେ ବିଜେପି । ପ୍ରାର୍ଥୀ କସରତ ପରେ ପ୍ରଚାରକୁ ଗୁରୁତ୍ୱ । ମାହୋଲ ବନାଇବାକୁ ବିଜେପିର ମାନସମନ୍ଥନ । ନିର୍ବାଚନ ପରିଚାଳନା ବୈଠକରେ ଚୂଡାନ୍ତ ହେଲା ପ୍ରଚାର ଷ୍ଟ୍ରାଟେଜି । ୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବାକୁ ଯାଉଛି ବିଜେପି । ସମାନ ଢାଞ୍ଚାରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ହେବ ସଭା । ସଂସଦୀୟ କ୍ଷେତ୍ର ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ଦଳର ତୁଙ୍ଗ ନେତା ।

Advertisment
Narendra Modi BJP General Elections 2024
Advertisment
Advertisment