Advertisment

କଟକରେ କାନି ଖାଉଛି ବିଜେଡି ଗୁଡ଼ି

କଟକରେ କାନି ଖାଉଛି ବିଜେଡି ଗୁଡ଼ି। ଜଣକ ପରେ ଜଣେ କଟକିଆ ନେତା ଛାଡୁଛନ୍ତି ଶଙ୍ଖ ଶିବିର। କିଏ ହେବେ ଦଳ ଚେହେରା ଟେନସନରେ ବିଜେଡି। କଟକରେ ଦୁର୍ଗ ଭୁଶୁଡୁଥିବା କହି ବିଜେପି ଓ କଂଗ୍ରେସର ଟାର୍ଗେଟ୍। ପ୍ରଦର୍ଶନରେ ପଡ଼ିବନି ପ୍ରଭାବ କହିଲା ବିଜେଡି

author-image
Sujit kumar Swain

କଟକରେ କାନି ଖାଉଛି ବିଜେଡି ଗୁଡ଼ି। ଜଣକ ପରେ ଜଣେ କଟକିଆ ନେତା ଛାଡୁଛନ୍ତି ଶଙ୍ଖ ଶିବିର। କିଏ ହେବେ ଦଳ ଚେହେରା ଟେନସନରେ ବିଜେଡି। କଟକରେ ଦୁର୍ଗ ଭୁଶୁଡୁଥିବା କହି ବିଜେପି ଓ କଂଗ୍ରେସର ଟାର୍ଗେଟ୍। ପ୍ରଦର୍ଶନରେ ପଡ଼ିବନି ପ୍ରଭାବ କହିଲା ବିଜେଡି । 

Advertisment
BJD General Elections 2024
Advertisment
Advertisment