Pradeep Panigrahi
ମତଦାନ କେନ୍ଦ୍ର ଆଗରେ ଠିଆ ହୋଇଥିବା ପୋଲିଂ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଚାଲିଛି ଆଲୋଚନା। ଇଭିଏମ୍ ଠିକରେ ସିଲ୍ ହୋଇଛି କି ନାହିଁ, ସେନେଇ ଅଧିକାରୀଙ୍କୁ ପଚାରି ବୁଝୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପାଖରେ କେନ୍ଦ୍ରୀୟ ଫୋର୍ସ, ସ୍ଥାନୀୟ ପୋଲିସ ବି ଅଛନ୍ତି। ଦେଖୁ ଦେଖୁ ସମସ୍ତଙ୍କ ସାମ୍ନାରେ ପାଖକୁ ମାଡି ଆସିଥିଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାସ। ଉଭୟଙ୍କ ମଧ୍ୟରେ କିଛି କ୍ଷଣ ବଚସା ହେବା ଭିତରେ ପ୍ରଦୀପଙ୍କ ଉପରେ ହଠାତ୍ ଆକ୍ରମଣ କରି ଦେଇଥିଲେ ପିଣ୍ଟୁ। ତଳେ ପଡ଼ି ଯାଇଥିଲେ ପ୍ରଦୀପ। ପାଖରେ ଥିବା ପୋଲିସ ପିଣ୍ଟୁଙ୍କୁ କାବୁ କରି ତୁରନ୍ତ ଥାନାକୁ ନେଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)