Lord Jagannath
ବାରମ୍ବାର ସଭା ମଞ୍ଚରୁ ଗ୍ୟାରେଣ୍ଟି ଦେଇଥିଲେ । ସରକାରକୁ ଆସୁ ଆସୁ ଅବିଳମ୍ବେ ପୂରଣ କରିଦେଲେ । କୋଟି କୋଟି ଓଡ଼ିଆଙ୍କୁ ଦେଇଥିଲେ ପ୍ରତିଶ୍ରୁତି । ଆଜି ପୂରଣ କରିଛନ୍ତି । ଶ୍ରୀମନ୍ଦିର ଚାରି ଦ୍ୱାର ହେଲା ଉନ୍ମୁକ୍ତ, ଭକ୍ତ ବେଶ୍ ଆହ୍ଲାଦିତ। ଆଜିର ଶୁଭ ସମୟ, ସକାଳ ୭ଟା। ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)