naveen
ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି । ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ । ପୁରା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ଚୁପ୍ ଥିବାବେଳେ ବିଜେପି କହିଛି- 'ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ। ସେ ହିଁ ପୁରା ଏପିସୋଡର ନାୟକ ଓ ଖଳନାୟକ ।'
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)