Death
ମା’ଯିବାର ୩ବର୍ଷ ହୋଇଗଲା ବାପା...। ସବୁବେଳେ ମା’ କଥା ମନେ ପଡ଼ୁଛି..। ଆମେ ୨ ଭାଇ ତୁମ ମୁହଁକୁ ଚାହିଁକି ମା’କୁ ଭୁଲିବାକୁ ଚେଷ୍ଟା କରୁଛୁ। ବାପା ତୁମେ ଆମକୁ ଖୁସିରେ ରଖିବ ବୋଲି ମା’ କୁ କଥା ଦେଇଥିଲ..। ଏବେ କହୁଛ ଦ୍ୱିତୀୟ ବିବାହ କରିବ। ବାପା ତମେ ଦ୍ୱିତୀୟ ବିବାହ କରନି...। ଆମେ ସମସ୍ତେ ଖୁସିରେ ଅଛନ୍ତି, ଆଗକୁ ଖୁସିରେ ରହିବା। ଆମର ସାବତ ମା’ ଦରକାର ନାହିଁ...।
Advertisment
ହେଲେ ବାପା ପୁଅ ମାନଙ୍କ କଥା ଶୁଣିନଥିଲା। ଶେଷରେ ୨ ପୁଅ ଆତ୍ମହତ୍ୟା କରିଥିଲେ। ବାପା ନିଜେ ଏହି କଥା ପୋଲିସ ନିକଟରେ ସ୍ୱୀକାର କରିଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ। ପୁଲିସ ବାପା ପ୍ରକାଶ ମହାନ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)