ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଦୋଷ । ପୁଣି ଆଳୁ ଗେମ୍ ଖେଳିଲେ ମମତା । ଗତକାଲିଠୁ ଆଳୁ ପଠାଇବା ବନ୍ଦ କରିବା ପରେ ଓଡ଼ିଶା ହାଟ ବଜାରରେ ଆଳୁର ଅଭାବ ସ୍ଥିତି । ଏଭଳି ସ୍ଥିତିରେ ଖାଲି ଯେ ଆଳୁ ଟ୍ରକ୍ ଆସିବା କମିଛି ତା’ନୁହେଁ, ଦର୍ ବି ଉପରମୁହାଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ । ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।
Published By: Satyendu Shekher Mishra
Last updated: 28 November 2024, 10:37 PM IST
ଟିକନ ବାହାହେବା ପରେ ଚତୁର୍ଥୀ ଦିନ ପ୍ରେମିକ ସହ ରହିବାକୁ ସ୍ତ୍ରୀ ଜିଦ୍ ଧରିଥିଲେ । ଆଉ ସ୍ୱାମୀଙ୍କ ସହ ନରହି ପ୍ରେମିକ ଶିବୁ ଦେହୁରୀଙ୍କ ନିକଟକୁ ଚାଲିଯିବାକୁ ଥାନାରେ କହିଥିଲେ । ଫଳରେ ପୋଲିସ ନିକଟରେ ହଟହଟ୍ଟା ହୋଇଥିଲେ ଉଭୟ ପରିବାର ।