୧୨ଟି ଝରା ପରିବାର ପାଇଁ ଆସିଥିଲା ପକ୍କା ଘର । ୨୦୨୧ ଜାନୁଆରୀରେ ଶୁଭ ଦିଆଯାଇଥିଲା । ୧୨ ଟି ଘରରୁ ୬ ଟି ଘର ହୋଇଛି ସତ । କିନ୍ତୁ କାହାର ଛାତ ପଡିନି ତ ଆଉ କାହାର କବାଟ ଜରକା ଲାଗିନି ।
Published By: Tanmay Kumar Mahalik
Last updated: 01 January 2024, 12:09 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।