Advertisment

SCBରେ ପାଣି ପାଇଁ କଲବଲ ରୋଗୀ; ଟ୍ୟାପ୍ ପାଖରେ ଲାଗୁଛି ସଂପର୍କୀୟଙ୍କ ଲାଇନ୍

ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ ।

author-image
Tanmay Kumar Mahalik

କାଲି ଲାଇନ୍ ନଥିଲା, ଆଜି ପାଣି ନାହିଁ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା ଏସସିବି ମେଡିକାଲରେ ଯେମିତି ସରୁନି ଅନ୍ତଃହୀନ ଦୁର୍ଦ୍ଦଶା । ଦୁଇ ଦିନ କାଳ ବିନା ଲାଇନରେ ଛଟପଟ ହେବା ପରେ କାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ଯାଏଁ ବିନା ପାଣିରେ କଲବଲ ହୋଇଛନ୍ତି ରୋଗୀ ଓ ସେମାନଙ୍କ ସଂପର୍କୀୟ ।

Advertisment
SCB Hospital SCB Medical College
Advertisment
Advertisment