Advertisment

ପିଲାଙ୍କ ସୁରକ୍ଷା ପାଇଁ ମା’ ହଂସ ଡେଣାରେ ଘର

ମା’... ଏ ବି ଗୋଟିଏ ମା’ । ଯେମିତି ସୁନ୍ଦର, ସେମିତି ତା’ ସ୍ପର୍ଶ ବି । ଦର୍ଶକବନ୍ଧୁ ଆମ ପାଖରେ ଏ ମା’ ହଂସଟିର ସେମିତି ଅଧିକ କିଛି ଭିଡିଓ ନାହିଁ । ତଥାପି ମାତ୍ର ଏଇ କିଛି ସେକେଣ୍ଡର ଭିଡିଓ ଯେମିତି ମା’ର କର୍ତ୍ତବ୍ୟକୁ ଗୋଟି ଗୋଟି କରି ବର୍ଣ୍ଣନା କରୁଛି ।

author-image
Pallipuspa Samal
Viral Video
Advertisment
Advertisment