Advertisment

ବିଜୁ ବାବୁ ଶୁଭ ଦେଇଥିଲେ, କେବେ ହେବ ଉଦଘାଟନ ?

ସମ୍ପୂର୍ଣ୍ଣ ହୋଇପାରୁନି ୩୩ ବର୍ଷ ତଳେ ବିଜୁ ବାବୁ ଦେଇଥିବା ଶୁଭ... ଏବେ ଅପେକ୍ଷା କେବେ ସମୂର୍ଣ୍ଣ ହେବ ଏହି ଅଧାପନ୍ତରିଆ ରାସ୍ତା।

author-image
Santosh Kumar Sahoo

ଦୀର୍ଘ ୩୩ ବର୍ଷ ତଳେ ଏହି ରାସ୍ତା କାମ ପାଇଁ ଶୁଭ ଦେଇଥିଲେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ। ଏହି ନିର୍ବାଚନ ମଣ୍ଡଳୀର ବିଧାୟିକା ଏବେ ବିଧାନସଭାର ବାଚସ୍ପତି। ହେଲେ ସବୁଠୁ ବିଡ଼ମ୍ବନାର ବିଷୟ ଯିଏ ଶୁଭ ଦେଇଥିଲେ, ତାଙ୍କ ନାମରେ ହୋଇଥିବା ଦଳ ସରକାରରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ୩୩ ବର୍ଷ ତଳେ ବିଜୁ ବାବୁ ଦେଇଥିବା ଶୁଭ... ଏବେ ଅପେକ୍ଷା କେବେ ସମୂର୍ଣ୍ଣ ହେବ ଏହି ଅଧାପନ୍ତରିଆ ରାସ୍ତା।

Advertisment
Odisha Jajpur Road Problem
Advertisment
Advertisment