""
ବିବିଧ Videos ପାଣି ନଦେଲେ ଭୋଟ୍ ନାହିଁ ଶୁଖିଲା ପଡ଼ିଛି ଗରା ବାଲଟି....ବାଲଟିଏ ପାଣି ପାଇଁ ପାହାଡ଼ ଚଢ଼ିଗଲେ ସିନା ଦେହରେ ଆଉ ବଳ ନାହିଁ । କେତେବେଳେ ପାଇପରେ ପାଣି ଆସିବ ଆଉ ବାଲଟି ପୂରଣ ହେବ ଅପେକ୍ଷାରେ ଆଖିରୁ ପାଣି ମଲାଣି । ଏଥର ଭୋଟ୍ ଆଗରୁ ପାଣି ସୁବିଧା ନକଲେ ଭୋଟ୍ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ । Pallipuspa Samal 23 Mar 2024 10:07 IST struggle for drinking water Drinking Water CrisisAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ