କେନ୍ଦ୍ରାପଡ଼ା ଜିଲ୍ଲା ଗରଦ ପୁର ବ୍ଲକ ଧାନମଣ୍ଡଳ ଗାଁ ଯେମିତି ସହର ସହର ଲାଗୁଛି। ମନ୍ଦିର ପରିବେଶରେ ପାର୍କ କୁ ଦେଖିଲେ ଛାଡ଼ି ଜୀବକୁ ମନ ହେଉନି କାହିଁକି ନା ରଙ୍ଗ ବେରଙ୍ଗର ବିଭିନ୍ନ ଫୁଲର ସମ୍ଭାର ସହିତ ବିଭିନ୍ନ ଦେବା ଦେବୀଙ୍କ ମୃତ୍ତି ଓ ହାତୀ,ଘୋଡ଼ା, ଜିରାଫ,ଯେବ୍ରା ଓ ବଣମଣିଷ ର ବିଭିନ୍ନ ପ୍ରକାରର ପ୍ରତିକୃତି। ଏହି ଉଦ୍ୟାନରେ ରହିଛି ବିଭିନ୍ନ ପ୍ରଜାତିର ଭଳିକି ଭଳି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ସୋ ଗଛ।
Published By: Santosh Kumar Sahoo
Last updated: 01 February 2024, 11:56 AM IST
ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ବୋଇପାରିଗୁଡ଼ା ସିଆରସିସି କାହୁଁ ଚରଣ ବେହେରାଙ୍କ ନିଆରା ପ୍ରୟାସ। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାହ୍ନୁ ସାରଙ୍କ ଛତା ପାଠପଢ଼ାକୁ ନେଇ ଏବେ କୋରାପୁଟ ଜିଲ୍ଲାରେ ବେଶ ଚର୍ଚ୍ଚା।