Advertisment

ବାପା ମାଆଙ୍କ ସୁନା ଝିଅ ସୃତି

ମୋ ଝିଅକୁ ମୁଁ ପାଠ ପଢ଼ା ପାଇଁ କେବେ ବାଧ୍ୟ କରେନି। ସେ ଯାହା ପଢ଼େ ତା ଖୁସିରେ ପଢ଼େ, ସେ କେବେ ମତେ କୌଣସି ଜିନିଷ ପାଇଁ ବାଧ୍ୟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହୁଏ। ଆଜି ତା ସଫଳତାରେ ଆମେ ପରିଚିତ।

author-image
Pallipuspa Samal
10th Exam
Advertisment
Advertisment